www.samajalive.in
Sunday, December 7, 2025
14.1 C
Bhubaneswar

ଜଙ୍ଗଲରେ ପଡିଛି ବାଇକ୍ ସହ ରକ୍ତ ଛିଟା

ନୀଳିଗିରି: ନୀଳଗିରି ଥାନା ବ୍ଲଲେକ୍ ନିକଟରେ ଅଭାବନୀୟ ଘଟଣା ଘଟିଛି। ନୀଳଗିରି ଜଙ୍ଗଲରେ ବାଇକ୍ ସହ ପଡିଛି ରକ୍ତ ଛିଟା। ରକ୍ତ ଛିଟା ପଡିଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ ବାଇକ୍ ଆରୋହୀଙ୍କର କୌଣସି ପତ୍ତା ମିଳିନି। ବାଇକର ନମ୍ବର ପ୍ଳେଟ୍ ରୁ ଏହା କାଂସ ଅଞ୍ଚଳର ହୋଇଥିବା ଜଣାପଡିଛି। ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories