www.samajalive.in
Sunday, December 7, 2025
26.1 C
Bhubaneswar

ବାଇକ୍ ହୋଇଗଲା ରିକ୍ସା ! ୭ ଜଣ କରିପାରିବେ ଯାତ୍ରା

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ରିକ୍ସାର ଫଟୋ ଭାଇରାଲ ହେଉଛି ଯାହାକୁ ଏକ ବାଇକରୁ ପ୍ରସ୍ତୁତ କରାଯାଇଛି । ଏକ ବାଇକକୁ ମୋଡିଫାଏ କରାଯାଇ ରିକ୍ସାରେ ପରିବର୍ତ୍ତନ କରାଯାଇଛି । ଏହି ରିକ୍ସାର ଡିଜାଇନ ସମସ୍ତଙ୍କୁ ପସନ୍ଦ ଆସୁଛି । ଭିଡିଓ ଅନୁସାରେ ଏଥିରେ ଯେଉଁ ରିକ୍ସା ନଜର ଆସୁଛି ତାହା ହୋଣ୍ଡାର ଏକ ୧୨୫ ସିସି ବାଇକରୁ ପ୍ରସ୍ତୁତ ହୋଇଛି । ବାଇକରେ ଏକ ରିକ୍ସାର ବଡି ଏଥିରେ ଫିକ୍ସ କରାଯାଇଛି । ଆଗପଟୁ ଏହା ବାଇକ ଏବଂ ପଛ ଭାଗରୁ ଏହା ରିକ୍ସା ଭଳି ଦେଖାଯାଉଛି ।

ଜଣେ ଚାଳକଙ୍କୁ ମିଶାଇ ଏଥିରେ ୭ ଜଣ ଯାତ୍ରା କରିପାରିବେ । ପଛ ଭାଗରେ ବସିବା ପାଇଁ ଏଥିରେ ଯଥେଷ୍ଟ ସ୍ଥାନ ରହିଛି । ରିକ୍ସାକୁ ସୁନ୍ଦର କରିବା ପାଇଁ ଏଥିରେ ଆଲୟ ହ୍ବିଲ୍ ଦିଆଯାଇଛି । ବାଇକକୁ ରିକ୍ସା କରିବା ପାଇଁ ପ୍ରାୟ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।  ୭ ଜଣ ବସିବା ପରେ ମଧ୍ୟ ଏହି ଗାଡି ୪୦ କିଲୋମିଟର ଯାତ୍ରା କରିପାରିବ ।

ରାସ୍ତାରେ ଯାଉଥିଲା ଗାଡ଼ିମୋଟର, ଆକାଶରୁ ଖସିଲା ମୃତ୍ୟୁ: ଭିଡିଓରେ ଦେଖନ୍ତୁ ରୁଷ ସହର ଉପରେ ରକେଟ୍‌ ମାଡ଼ର ଦୃଶ୍ୟ

- Advertisement -

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories