www.samajalive.in
Saturday, December 6, 2025
14.1 C
Bhubaneswar

ପୂରା ଟାଙ୍କି ତେଲ ପକାଇବା ପରେ ଜଳିଗଲା ମଟରସାଇକେଲ; ଚାଳକ ଗୁରୁତର, ଦେଖନ୍ତୁ ଭିଡିଓ

.ଭିଡିଓ ଲିଙ୍କ ଖବରର ତଳେ ଅଛି

ଚେନ୍ନାଇ .- ପ୍ରତିଦିନ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ ଅନେକ ଲୋକ ନିଜ ଗାଡିମାନଙ୍କରେ ଅଧିକ ତେଲ ପକାଉଛନ୍ତି । ମାତ୍ର ଅଧିକ ଗାଡିରେ ଅଧିକ ତେଲ ପକାଇବା ଜଣେ ଲୋକଙ୍କ ପାଇଁ କାଳ ହୋଇଛି।

ତାମିଲନାଡୁର ତିରୁନେଲେଭେଲିରେ ଅଲଭିନ୍ ନାମକ ଯୁବକ ନିଜ ମଟରସାଇକେଲରେ ୧୦୦୦ ଟଙ୍କାର ତେଲ ପକାଇଥିଲେ । ମାତ୍ର ୯୦୦ ଟଙ୍କାର ତେଲ ବେଳେ ଏହାର ଟାଙ୍କି ପୂର୍ଣ୍ଣ ହୋଇ ଯାଇଥିଲା । କିଛି ତେଲ ବାହାରକୁ ବାହାରି ଯ।ଇଥିଲା । ମଟର ସାଇକେଲ ଷ୍ଟାର୍ଟ ମାରିବା ମାତ୍ରେ ଏହା ଜଳି ଯ।ଇଥିଲା । ଅଲଭିନ୍ ଦଉଡି ପଳାଇ ଯାଇଥିଲେ । ତେଲ ଟାଙ୍କିର କର୍ମଚାରୀମାନେ ନିଆଁକୁ ନିଆଁ ଲିଭା ଯନ୍ତ୍ରରେ ଲିଭାଇବା ସହ ଅଲଭିନ୍ଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

- Advertisement -

ଅଲଭିନ୍ ଏବେ ଗୁରୁତର ଅଛନ୍ତି । ମଟର ସାଇକେଲଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ପୁଲିସ ଏବେ ଏହି ଘଟଣାର ତଦନ୍ତ କରୁଛି ।

Video courtesy – India Today

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories