www.samajalive.in
Monday, November 17, 2025
17.1 C
Bhubaneswar

ଭୁବନେଶ୍ୱରରେ ଦେଶୀ ମଦ ଭାଟି ଠାବ

ସମାଜ ଡିଜିଟାଲ ଡେସ୍କ: ସାଲିଆ ସାହିରେ ପୁଣି ଚଢାଉ କରିଛି ଅବକାରୀ ବିଭାଗ। ସାଲିଆସାହି ନୀଳଚକ୍ର ନଗରରେ ଅବକାରୀ ଟିମ ଚଢାଉ କରି ଦେଶୀ ମଦ ଭାଟିକୁ ଠାବ କରିବା ସହ ଶହ ଶହ ଲିଟର ଦେଶୀ ମଦ ଜବତ ଓ ପୋଚ ନଷ୍ଟ କରିଛନ୍ତି। ଚଢାଉ ବେଳେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଛି। ଗତକାଲି ରାତିରେ ଚଢାଉ କରାଯାଇ ମୟୂରଭଞ୍ଜରୁ ଦେଶୀ ମଦ ନେଇ ଆସୁଥିବା ଏକ କାର ଜବତ କରିଛି କମିଶନରେଟ ପୁଲିସ। ଦୁର୍ଗାପୂଜା ସମୟରେ ସହରକୁ ନିଶାମୁକ୍ତ ରଖିବା ଲାଗି ସ୍ପେଶାଲ ଡ୍ରାଇଭ୍‌‌ ଚାଲିଥିବା ପୁଲିସ ଅଧିକାରୀ କହିଛନ୍ତି।

Hot this week

ନ୍ୟାୟପାଳିକା, ପ୍ରେସ୍‌ ପ୍ରତି ଜନବିଶ୍ବାସ ରହିଛି : ମାଲବ୍ୟ

ଭୁବନେଶ୍ୱର: ଏବେ ଖବରର ରୁଚି ବଦଳିଛି। ଲୋକ ଯାହା ଚାହୁଁଛନ୍ତି ତାହା...

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

Related Articles

Popular Categories