Browsing Tag

#Latest_Odisha_News

ଲଘୁଚାପରୁ ୨୦ ଯାଏ ବର୍ଷା: ସାରା ରାଜ୍ୟକୁ ଛୁଇଁଲା ମୌସୁମି

ଭୁବନେଶ୍ୱର: ଦେଶର ଉଭୟ ପଶ୍ଚିମ ଏବଂ ପୂର୍ବ ଭାଗରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପଶ୍ଚିମ ଭାଗରେ ଲଘୁଚାପଟି ଦକ୍ଷିଣ ଗୁଜରାଟ ଏବଂ ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଏବଂ ପୂର୍ବ ଭାଗରେ ଦକ୍ଷିଣ-ପଶ୍ଚିମ…
Read More...

ସାମାନ୍ୟ ବଚସାରୁ ଭୁଜାଲି ମାଡ

ଭୁବନେଶ୍ୱର: ଧଉଳି ଥାନା ଲିଙ୍ଗିପୁର ଛକରେ ସାମାନ୍ୟ ବଚସାକୁ ନେଇ ଭୁଜାଲି ମାଡ ହୋଇଛି । ଗାଡି ପାର୍କିଂ ନେଇ ବଚସା ବେଳେ ୨ଜଣଙ୍କୁ ଭୁଜାଲି ମାଡ କରାଯାଇଥିବା ଅଭିଯୋଗ ହୋଇଛି । ଘର ଆଗରେ ବାଇକ ରଖାଯାଇଥିବାରୁ ବାଇକଟି…
Read More...

ଭୁଲ୍‍ ଇଞ୍ଜେକସନ ଦେଲେ ନର୍ସ, ଚାଲିଗଲା ୫ ରୋଗୀଙ୍କ ଜୀବନ!

ସମାଜ ଡିଜିଟାଲ ଡେସ୍କ: କୋରାପୁଟ ସହିଦ ଲକ୍ଷଣ ନାୟକ ମେଡିକାଲରେ ରୋଗୀ ମୃ୍‍ତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି । ନର୍ସ ଭୁଲ ଇଞ୍ଜେକସନ ଦେଇଥିବାରୁ ଗୋଟିଏ ରାତିରେ ୫ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।…
Read More...

ବାତ୍ୟା ସମ୍ପର୍କରେ ରାଜ୍ୟ ସରକାର ଶ୍ୱେତପତ୍ର ଜାରି କରନ୍ତୁ-ବିଜେଡି

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବାତ୍ୟା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରାଇଲେ, ଲ୍ୟାଣ୍ଡଫଲ ବେଳେ ପବନର ଗତି ଯେତିକି ରହିବ ବୋଲି କୁହାଯାଇଥିଲା…
Read More...

ଖୁବଶୀଘ୍ର ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍‌‌- ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ଦାନା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁଁ ବୁଢାବଳଙ୍ଗ ନଦୀରେ ପାଣି ବଢିଛି। ହେଲେ ବିପଦ ସଙ୍କେତ ଟପିନି। ବନ୍ୟା ସ୍ଥିତି ହୋଇନଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।…
Read More...

ଅଧିକ ପବନ ହେଲେ ବିଦ୍ୟୁତ କଟିପାରେ- ରାଜସ୍ୱ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ଦାନା ମୁକାବିଲା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ବାତ୍ୟା ଭିତରକନିକା ପାଶ୍ୱ ଦେଇ ଗତପଥ ସାମାନ୍ୟ ପରିବର୍ତ୍ତନ ହୋଇଛି। ହେଲେ ଯେ…
Read More...

ମାଡି ଆସୁଛି ବାତ୍ୟା ‘ଦାନା’: ଲୋକଙ୍କୁ ଚାଲିଛି ସ୍ଥାନାନ୍ତର

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜିଲାର ଭିତରକନିକା ଓ ଭଦ୍ରକ ଜିଲା ଧାମରା ମଧ୍ୟରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବାରୁ ଏଠାକାର ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି…
Read More...

ଅନ୍ଧାର ରାତିରେ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ତଦାରଖ କଲେ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ମାଡି ଆସୁଛି। ୨୪ ତାରିଖ ରାତିରୁ ୨୫ତାରିଖ ସକାଳେ ଏହା ପ୍ରଳୟ ରଚିବ। ତେବେ ବାତ୍ୟା ପାଇଁ ସରକାର ସଜାଗ ରହିବା ସହ ମନ୍ତ୍ରୀମାନଙ୍କୁ…
Read More...

ବଙ୍ଗୋପସାଗରରେ ସୃଷ୍ଟି ହେଲା ‘ବାତ୍ୟା’; କାଲି ସ୍ଥଳଭାଗ ଛୁଇଁବ

ସମାଜ ଡିଜିଟାଲ ଡେସ୍କ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟା ରୂପ ନେଇଛି। ୨୪ରେ ଭୀଷଣ ବାତ୍ୟାର ରୂପ ନେଇ ସେହିଦିନ ରାତି କିମ୍ବା ୨୫ ତାରିଖ ସକାଳେ ଉପକୂଳ ଅତିକ୍ରମ କରିବ। ପୁରୀ ଓ…
Read More...

ବୁଡିଲା ମାଛ ଧରା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ୧୨ ମତ୍ସ୍ୟଜୀବୀ

ଧାମରା: ଭଦ୍ରକ ଜିଲା ଚାନ୍ଦବାଲି ନିକଟସ୍ଥ ଧାମରାଠାରେ ଏକ ମାଛ ଧରା ଟ୍ରଲର ବୁଡ଼ିଯାଇଥିବା ବେଳେ ଅଳ୍ପକେ ବଞ୍ଚି ଯାଇଥିଲେ ୧୨ ମତ୍ସ୍ୟଜୀବୀ। ସୂଚନା ଅନୁଯାଇ ପଶ୍ଚିମବଙ୍ଗ ଦିଘାର ଏକ ଟ୍ରଲର ଧାମରା ମୁହାଣରେ ମାଛ ଧରି…
Read More...