www.samajalive.in
Saturday, December 6, 2025
16.1 C
Bhubaneswar

ରାଜଧାନୀରୁ ବଡ ବାଇକ ଚୋରି ରାକେଟ ଠାବ; ୬ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଡ ଧରଣର ବାଇକ ଚୋରି ରାକେଟ ଠାବ କରିଛି କମିଶନରେଟ ପୁଲିସ। ଏହି ରାକେଟକୁ ଠାବ କରିବା ସହ ୩୧ଚୋରି ବାଇକ ଓ ୫ଟି ମାଷ୍ଟର ଚାବି ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା। ଘଟଣାରେ ୬ଜଣ କୁଖ୍ୟାତ ଲୁଟେରାଙ୍କ ସହ ବାଇକ କିଣିଥିବା ୨ଜଣଙ୍କୁ ଗିରଫ କରିଛି ପୁଲିସ। ଏହି ଗ୍ୟାଙ୍ଗ ହସ୍ପିଟାଲ, ମାର୍କେଟ ଓ ସ୍କୁଲ ସାମ୍ନାରୁ ବାଇକ ଚୋରି କରୁଥିଲେ। ଅନେକ ଦିନ ହେବ କମିଶନରେଟ ପୁଲିସର ସ୍କାନରେ ଥିଲା ଏହି ଗ୍ୟାଙ୍ଗ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories