ମହିଳାଙ୍କ ମୃତ୍ୟୁରୁ ହଙ୍ଗାମା; ବିଚ୍ଛିନ୍ନାଞ୍ଚଳ ଝିଅ ବୋଲି ମିଳୁନି ନ୍ୟାୟ !
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଆଗରେ ଜୋରଦାର ପ୍ରତିବାଦ କରାଯାଉଛି । ବିଚ୍ଛିନ୍ନାଞ୍ଚଳର ଝିଅକୁ ହତ୍ୟା ଅଭିଯୋଗରେ ପ୍ଲାକାର୍ଡ ଧରି ପ୍ରତିବାଦ କରୁଛନ୍ତି ଝାଡ଼ଖଣ୍ଡ ଷଢ଼େଇଖଳା ଖରସୁଆଁ ଗାଁ ଲୋକେ । ଅଭିଯୋଗ ଅନୁଯାୟୀ ଶାଶୁଘର ଲୋକେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ଶାଶୁଘର ଲୋକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଖରସୁଆଁ ଗାଁ ଲୋକେ । ଖାଲି ସେତିକି ନୁହେଁ, ପୁଲିସ ନ୍ୟାୟ ଦେଉନଥିବା ଅଭିଯୋଗ ହୋଇଛି । ଅନେକ ଥର ଥାନାର ଦ୍ୱାରସ୍ଥ ପରେ ବି ଆଇଆଇସି ସହଯୋଗ କରୁନଥିବା ପ୍ରତିବାଦକାରୀ ମାନେ କହିଛନ୍ତି ।
Comments are closed.