www.samajalive.in
Friday, November 14, 2025
25.1 C
Bhubaneswar

ଜାଣନ୍ତୁ ୫ଟି ଶୁଭ ସଙ୍କେତ.. ଦେଇଥାଏ ଧନପ୍ରାପ୍ତିର ସୂଚନା

ଶୋଇଥିବା ସମୟରେ ସ୍ୱପ୍ନ ଦେଖିବା ସାଧାରଣ କଥା। ମାତ୍ର ସ୍ୱପ୍ନ ଶାସ୍ତ୍ରରେ ସ୍ୱପ୍ନ ସହ ଜଡିତ କିଛି କଥା ବର୍ଣ୍ଣନା କରାଯାଇଛି। ଜୀବନରେ ଆସିବାକୁ ଥିବା ଅନେକ ଘଟଣା ଗୁଡିକର ଏହା ସଙ୍କେତ ଦେଇଥାଏ। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ନିଜକୁ ମାଟି ଖୋଳୁଥିବା ଦେଖିବା ଅତ୍ୟନ୍ତ ଶୁଭ। ଏହାର ଅର୍ଥ ଖୁବ ଶୀଘ୍ର ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। କର୍ମକ୍ଷେତ୍ର ଓ ବ୍ୟବସାୟରେ ଉନ୍ନତି ହୋଇଥାଏ।
ସ୍ୱପ୍ନରେ ନିଜକୁ ବଲ୍‌‌ ସହ ଖେଳିବା ଦେଖୁଥିଲେ, ଏହାର ଅର୍ଥ ଆପଣଙ୍କ ଜୀବନରେ ଥିବା ସମସ୍ୟା ଦୂର ହେବା ସହ ଧନ ପ୍ରାପ୍ତି ହୋଇଥାଏ।
ସ୍ୱପ୍ନରେ ନିଜକୁ ଢୋଲ ବଜାଉଥିବା ଦେଖିବା ମଧ୍ୟ ଶୁଭଙ୍କର। ଏହାର ଅର୍ଥ ଖୁବ ଶୀଘ୍ର ଆପଣଙ୍କୁ ଶୁଭ ଖବର ମିଳିବ।
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ନିଜ ହାତରେ ମାଟି ଲାଗିଥିବା ଦେଖିଲେ ଏହା ମଧ୍ୟ ଶୁଭ ସଙ୍କେତ କୁହାଯାଏ। ଏହାଦ୍ୱାରା ଅର୍ଥ ପ୍ରାପ୍ତି ହେବା ସହ କାର୍ଯ୍ୟରେ ସଫଳତା ମିଳିଥାଏ। ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ସ୍ୱପ୍ନରେ ଆଇସକ୍ରିମ କିମ୍ବା ବରଫ ଦେଖିଲେ ଏହା ଧନବୃଦ୍ଧି ହେବାର ସଙ୍କେତ ଦେଇଥାଏ।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories