www.samajalive.in
Saturday, December 6, 2025
14.1 C
Bhubaneswar

ସହଜ ଉପାୟ ; ଏମିତି ଚିହ୍ନିବେ ଅସଲି ଫଳ,ପନିପରିବା

ବର୍ତ୍ତମାନ ସମୟରେ ବଜାରରେ ନକଲି ଫଳ ଓ ପନିପରିବାର ସମସ୍ୟା ବଢିଯାଇଛି। କୁହାଯାଏ, ଏହି ଫଳ ଓ ପନିପରିବାକୁ ବିଭିନ୍ନ ପ୍ରକାର ପଦ୍ଧତି ଓ ରାସାୟନିକ ସାର ପ୍ରୟୋଗ କରାଯାଇଥାଏ। ତେବେ ଜାଣନ୍ତୁ କିଭଳି ଅସଲି ଓ ନକଲି ଫଳ ଓ ପନିପରିବା ଚିହ୍ନିପାରିବେ।
ଫଳ ଓ ପନିପରିବାକୁ ଜଲଦି ପ୍ରସ୍ତୁତ କରିବା ପାଇଁ ଓ ଚାଷ ପାଇଁ ବିଭିନ୍ନ ପ୍ରକାର ଜିନିଷ ପ୍ରୟୋଗ କରାଯାଇଥାଏ। ଏହାଦ୍ୱାରା ଏହାର ରୂପ , ରଙ୍ଗ ଓ ଆକାରରେ ପରିବର୍ତ୍ତନ ହୋଇଥାଏ।
ପନିପରିବାକୁ ରାତାରାତି ବଢାଇବା ପାଇଁ ବିଭିନ୍ନ ରସାୟନିକ ଇଞ୍ଜେକସନ୍‌‌ ମଧ୍ୟ ପ୍ରୟୋଗ କରାଯାଏ।
ସେଭଳି ଫଳପନିପରିବାର ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ, ଯକୃତ, ବୃକକ୍‌‌, ପାଚନ ତନ୍ତ୍ର, ରୋଗପ୍ରତିରୋଧକ ଶକ୍ତି ଜନିତ ଅନେକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥାଏ।
ଏଭଳି ନକଲି ଫଳପନିପରିବାର ରଙ୍ଗ ଭିନ୍ନ,ଚମକ ସ୍ୱାଦ ଓ ଆକାରରୁ ଚିହ୍ନଟ ହୋଇପାରିବ। ଏହା ପନିପରିବା,ଫଳର ପ୍ରାକୃତିକ ରୂପ ଠାରୁ ସାମାନ୍ୟ ଭିନ୍ନ ହୋଇଥାଏ।
ଅଧିକ ରାସାୟନିକ ସାର ପ୍ରୟୋଗ ହେଉଥିବା ଫଳ ଓ ପନିପରିବା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ,ପେଟରେ ବିଭିନ୍ନ ପ୍ରକାର ରୋଗ, ଡାଇରିଆ, ରକ୍ତଚାପ, ବାନ୍ତି ଭଳି ସମସ୍ୟା ହୋଇଥାଏ।
ନକଲି ପନିପରିବା ଓ ଫଳର ରଙ୍ଗ ପ୍ରାକୃତିକ ଭାବେ ଆକାରରେ ଭିନ୍ନ,ରଙ୍ଗରେ ଭିନ୍ନ ହୋଇଥାଏ। ଏଭଳି ଫଳ ଓ ପନିପରିବା କିଣିବା ଠାରୁ ସତର୍କ ରୁହନ୍ତୁ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories