ବସ ଦୁର୍ଘଟଣାରେ ମହିଳା ଗୁରୁତର

0

ଭବାନୀପାଟଣା : ବସ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ସୋମବାର ରାତି ପ୍ରାୟ ୯.୩୦ ସମୟରେ ଭବାନୀପାଟଣା ରୁ ଭୂବନେଶ୍ୱର ଯାଉଥିବା ‘ସମ୍ରାଟ’ ନାମକ ଏକ ଘରୋଇ ବସ୍  ଭବାନୀପାଟଣା ର ମାଣିକେଶ୍ୱରୀ ହାଇସ୍କୁଲ ନିକଟରେ ଆଗପଟୁ ସ୍ୱାମୀ ଓ ନାତୁଣୀ ସହିତ ବଜାରକୁ ଆସୁଥିବା ଏରିକେସନକଲୋନିର ଚନ୍ଦ୍ରକାନ୍ତି ଦାସ (୪୫) ନାମକ ମହିଳାଙ୍କୁ ଧକା ଦେବାଫଳରେ ଚନ୍ଦ୍ରକାନ୍ତି ଗୁରୁତର ଆହତ ହୋଇଛନ୍ତି । ଏଥିନେଇଁ ଉତ୍ୟକ୍ତ ଲୋକମାନେ ରାସ୍ତାରୋକ କରିବା ସହିତ ବସ କୁ ଭଙ୍ଗାରୁଜା କରି ଥିଲେ ।

Leave A Reply