‘ଭାରତ ରତ୍ନ’ ଲତା ମଙ୍ଗେସକର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ – ଏକ ସ୍ୱତନ୍ତ୍ର ବନ୍ଧନ

ପ୍ରଧାନମନ୍ତ୍ରୀଙ୍କ ୱେବସାଇଟ୍ narendramodi.in ରେ ଲତା ମଙ୍ଗେସକର ମହାଶୟା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଥିବା ବନ୍ଧନ ବିଷୟରେ ଏକ ସ୍ୱତନ୍ତ୍ର ଲେଖା ସେୟାର କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍‍ କରିଛି;

‘ଭାରତ ରତ୍ନ’ ଲତା ଦିଦି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ – ଏକ ସ୍ୱତନ୍ତ୍ର ବନ୍ଧନ

https://t.co/tiSTrSm715

via NaMo App”

 

Comments are closed.