www.samajalive.in
Friday, December 5, 2025
20.1 C
Bhubaneswar

ଘରେ ଭଜନ-କୀର୍ତ୍ତନ କରିବା ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ହିନ୍ଦୁଧର୍ମରେ ଭଜନ-କୀର୍ତ୍ତନ କରିବାର ପରମ୍ପରା ରହିଛି। ଏହା କରିବା ଦ୍ବାରା ପରିବାର ସଦସ୍ୟଙ୍କର ଶୁଭ ହୋଇଥାଏ। ଭଜନ-କୀର୍ତ୍ତନ କରିବା ଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଏହାସହ ପରିବାରର ଆର୍ଥିକ ସ୍ଥିତି ମଜଭୂତ ହୋଇଥାଏ। ମାନ୍ୟତା ଅନୁଯାୟୀ, ନିୟମିତ ରୂପେ ଘରେ ଭଜନ-କୀର୍ତ୍ତନ କରିବା ଦ୍ବାରା ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ। ଭଜନ-କୀର୍ତ୍ତନ କରିବା ବେଳେ ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ଆସନ୍ତୁ ଜାଣିବା ସେସବୁ କ’ଣ ..

୧. ଭଜନ-କୀର୍ତ୍ତନ କରିବା ବେଳେ ସର୍ବଦା ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ କରିବା ଉଚିତ। ଏହି ଦିଗ ଛଡା ଅନ୍ୟ ଦିଗକୁ ମୁହଁ କରି ଭଜନ-କୀର୍ତ୍ତନ କରିବା ଦ୍ବାରା ଧ୍ୟାନ ହଟିଥାଏ।

- Advertisement -

୨. ଭଜନ-କୀର୍ତ୍ତନ କରିବା ପୂର୍ବରୁ ସର୍ବଦା ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିବା ଉଚିତ। କୁହାଯାଇଛି ଯେ, ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଗଣେଶଙ୍କୁ ମୂର୍ତ୍ତି ସ୍ଥାପନ କରିବା ଉଚିତ। ତେଣୁ ଭଜନ-କୀର୍ତ୍ତନ କରିବା ପୂର୍ବରୁ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ।

୩. ଆପଣ ଯେଉଁ ଦେବାଦେବୀଙ୍କ ଭଜନ-କୀର୍ତ୍ତନ କରୁଛନ୍ତି ତାଙ୍କ ପ୍ରତିମୂର୍ତ୍ତି କିମ୍ବା ପ୍ରତିଛବି ସମ୍ମୁଖରେ ଗୁଆଘିଅର ଦୀପ ପ୍ରଜ୍ବଳନ କରନ୍ତୁ।

୪. ଭଜନ-କୀର୍ତ୍ତନ କରିବା ବେଳେ ସଫାସୁତୁରା ଉପରେ ବିଶେଷ ଧ୍ୟାନ ରଖିବା ଉଚିତ। ଯେଉଁ ସ୍ଥାନରେ ଭଜନ-କୀର୍ତ୍ତନ କରୁଛନ୍ତି ସେହି ସ୍ଥାନକୁ ଅପରିଷ୍କାର କରନ୍ତୁ ନାହିଁ।

୫. ଭଜନ-କୀର୍ତ୍ତନର ଆୟୋଜନ ସାମୂହିକ ଭାବେ କରିବା ଉଚିତ। ଏପରି କରିବା ଶୁଭ ଅଟେ। ଭଜନ-କୀର୍ତ୍ତନ କରିବା ବେଳେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ଉଚିତ। ଏହାସହ ପଡୋଶୀ ଓ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିବା ଉଚିତ।

 

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories