କାମୁଡି ଥିବା ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ବ୍ୟକ୍ତି
ସମାଜ ଡିଜିଟାଲ ଡେସ୍କ: ବିହାର ଭାଗଲପୁରରେ ଜଣେ ବ୍ୟକ୍ତିଙ୍କୁ ସାପ କାମୁଡି ଦେଇଥିଲା। ଏହାପରେ ବ୍ୟକ୍ତି ଜଣଙ୍କ ସାପକୁ ଧରି ହସ୍ପିଟାଲରେ ପହଞ୍ଚିଥିଲେ। ମେଡିକାଲରେ ବ୍ୟକ୍ତି ଜଣଙ୍କ ସାପକୁ ବେକରେ ପକାଇ ପହଞ୍ଚିବା ବେଳେ ଅନ୍ୟ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।
View this post on Instagram
Comments are closed.