ଭଦ୍ରକ: ଭଦ୍ରକରୁ ଅପହରଣ , କେନ୍ଦୁଝରରୁ ଧରିଲା ପୁଲିସ୍। ରାସ୍ତାକଡରୁ ମହିଳାଙ୍କୁ ଟେକି ନେଇଥିବା ଟ୍ରକ୍ ଡ୍ରାଇଭର ଧରାପଡିଛି। କେନ୍ଦୂଝର ଝୁମ୍ପୁରାରୁ ପୁଲିସ୍ ଟ୍ରକ ଡ୍ରାଇଭରକୁ ଗିରଫ କରିବା ସହ ମହିଳାଙ୍କୁ ଉଦ୍ଧାର କରିଛି। ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ଭଦ୍ରକ ଚରମ୍ପାର ରିଜର୍ଭ ପୁଲିସ୍ ଲାଇନ୍ ପାଖରୁ ଜଣେ ମହିଳାଙ୍କୁ ଟ୍ରକ୍ ଡ୍ରାଇଭର ଅପହରଣ କରିନେଇଥିଲା। ଯାହାର ଲୋମହର୍ଷଣକାରୀ ଦୃଶ୍ୟ ସିସି ଟିଭିରେ କଏଦ ହୋଇଥିଲା।
Popular Categories



