ସମୁଦ୍ର ମୁହାଣରେ ଅଘଟଣ, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବି

0

ଭଦ୍ରକ : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଚୂଡାମଣ ସମୁଦ୍ର ମୁହାଁଣରେ ଏକ ଅଘଟଣ ଘଟିଛି। ସମୁଦ୍ର ଲହଡି ମାଡରେ ରୁକ୍ମଣୀ ନାମକ ଏକ ବୋଟରୁ ପଟା ଖସିଯିବାରୁ ବୋଟ୍‍ଟି ପାଣିରେ ବୁଡିଯାଇଥିଲା। ମାତ୍ର ବୋଟ୍‍ରେ ଥିବା ୯ଜଣ ବତ୍ସ୍ୟଜୀବି ସୁରକ୍ଷିତ ଥିବା ଜଣାପଡିଛି।

Leave A Reply