www.samajalive.in
Saturday, December 6, 2025
15.1 C
Bhubaneswar

ଧାନ ବିକ୍ରି କରିପାରୁନଥିବା ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ

ଭଦ୍ରକ : ଧାନ ବିକ୍ରି କରିପାରୁନଥିବା ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ। ବୁଧବାର ଭଦ୍ରକ ବ୍ଲକ ଅଧିନସ୍ଥ କେଦାରପୁର ଗ୍ରାମ ପଞ୍ଚାୟତରେ ଚାଷୀ ଧାନ ବିକ୍ରି କରି ପାରୁନଥିବା ପ୍ରତିବାଦରେ ୫୩ ନଂ ରାଜ୍ୟ ରାଜପଥ ଭଦ୍ରକ – ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଚାଷୀମାନେ କୁଣ୍ଡିପୁଲ ଛକ ନିକଟରେ ଅବରୋଧ କରିଛନ୍ତି। ଚାଷୀମାନେ ଟୋକନ ପାଇଥିବା ସତ୍ବେ ମଣ୍ଡି ଖୋଲୁନାହିଁ। ଫଳରେ ଚାଷୀମାନେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିବା କହିଛନ୍ତି।

ଖୁବ୍‌ ଶୀଘ୍ର ୬ ଗ୍ରହ ଏକାଠି ପରେ ହେବ ଦୁର୍ଲ୍ଲଭ ସଂଯୋଗ; ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାର ଚିନ୍ତା କାହାର ବଢିବ ଧନ..

ଦେଖନ୍ତୁ ଭିଡିଓ; ଏମିତି ରୁଟି ତିଆରି କଲେ ଯୁବତୀ, ଜୁଗାଡ୍‌ ଦେଖି ଲୋକେ କହିଲେ ..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories