ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ, ୧୦ଲକ୍ଷ ୫୦ହଜାର କ୍ଷତିପୂରଣ ପାଇଁ ଡିଏଲଏସଏକୁ ନିର୍ଦେଶ

ବ୍ରହ୍ମପୁର: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଦଣ୍ଡାଦେଶ କରାଯାଇଛି। ୨୦୨୦ କବିସୂର୍ଯ୍ୟନଗର ଥାନା ଅଞ୍ଚଳ ମାମଲାରେ ପୋକ୍ସୋ କୋର୍ଟ ପକ୍ଷରୁ ଦୋଷୀ ଜିତେନ୍ଦ୍ର ସେଠୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହ ପୀଡ଼ିତାଙ୍କୁ ୧୦ଲକ୍ଷ ୫୦ହଜାର କ୍ଷତିପୂରଣ ପ୍ରଦାନ କରିବାକୁ ଡିଏଲଏସଏକୁ ନିର୍ଦେଶ ଦିଆଯାଇଛି।

Comments are closed.