www.samajalive.in
Monday, December 8, 2025
14.1 C
Bhubaneswar

ସ୍ଥିତି ସ୍ୱାଭାବିକ ପାଇଁ ପୁଣି ୫ଟି ଟ୍ରେନ୍‌‌ ବାତିଲ୍‌‌

ଭୁବନେଶ୍ୱର : ଟ୍ରେନ୍‌‌ ଦୁର୍ଘଟଣା ପରେ ସ୍ଥିତି ସ୍ୱାଭାବିକ ପାଇଁ ପୁଣି ୫ଟି ଟ୍ରେନ୍‌‌ ବାତିଲ୍‌‌ କରାଯାଇଥିବା ନେଇ ମଙ୍ଗଳବାର ସୂଚନା ମିଳିଛି। ଲିଙ୍କ୍‌‌ ରେକ୍‌‌ ଓ ଟାଇମ୍‌‌ ଆଡଜଷ୍ଟ ପାଇଁ ୫ଟି ଟ୍ରେନ୍‌‌ ବାତିଲ୍‌‌ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ମୁମ୍ବଇରୁ ଆଜି ଛାଡିବାକୁ ଥିବା କୋଣାର୍କ ଏକ୍ସପ୍ରେସ, ୨ ତାରିଖରେ ଭୁବନେଶ୍ୱର ଛାଡିବାକୁ ଥିବା କୋଣାର୍କ ଏକ୍ସପ୍ରେସ ବାତିଲ ହୋଇଛି। ଏହାସହ ଆଜି ସନ୍ତ୍ରାଗାଛି ଛାଡିବାକୁ ଥିବା କରମଣ୍ଡଳ ଏକ୍ସପ୍ରେସ, ଆଜି ସନ୍ତ୍ରାଗାଛି ଛାଡିବାକୁ ଥିବା ଚେନ୍ନାଇ ସୁପରଫାଷ୍ଟ, ଆଜି ହାୱଡାରୁ ଛାଡିବାକୁ ଥିବା ହାୱଡା-ବାଙ୍ଗାଲୋର ଏକ୍ସପ୍ରେସ ବାତିଲ୍‌‌ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories