ପାଣି ଚାମ୍ବରରେ ପଡି ୱାଟକୋ କର୍ମଚାରୀଙ୍କ ମୃତ୍ୟୁ
ଭୁବନେଶ୍ୱର : ରାଜଧାନୀ ସ୍ଥିତ ସିଆରପି ଛକରେ ଏକ ଅଘଟଣ ଶୁକ୍ରବାର ସାମ୍ନାକୁ ଆସିଛି। ପାଣି ଚାମ୍ବରରେ ପଡି ୱାଟକୋ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Comments are closed.