ଆଜିଠୁ ରାଜ୍ୟରେ ପୁଣି ବଢିବ ତାତି, ୧୪ ଓ ୧୫ ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିଠୁ ପୁଣି ବଢିବ ତାତି। ୪ଦିନ ଯାଏ ରାଜ୍ୟରେ ଉପରମୁହାଁ ରହିବ ପାରଦ। ଦିନ ତାପମାତ୍ରା ୬ରୁ ୮ଡିଗ୍ରୀ ଯାଏ ବୃଦ୍ଧି ହୋଇ ୪୩ରୁ ୪୪ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୪ ଓ ୧୫ ତାରିଖରେ ହିଟ୍‌‌ ୱେଭ୍‌‌ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୪ ତାରିଖ ବେଳକୁ ପାଖାପାଖି ୧୧ ଜିଲ୍ଲାରେ ଉଷ୍ମ ଆଦ୍ର ପାଣିପାଗ ସ୍ଥିତି ରହିବ। ୧୫ତାରିଖରେ ୭ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବା ସମ୍ଭାବନା … Continue reading ଆଜିଠୁ ରାଜ୍ୟରେ ପୁଣି ବଢିବ ତାତି, ୧୪ ଓ ୧୫ ପାଇଁ ୟେଲୋ ୱାର୍ଣ୍ଣିଂ