www.samajalive.in
Monday, December 15, 2025
26.1 C
Bhubaneswar

ଦଶକାର୍ଯ୍ୟକୁ ଯାଇ କୁଆଖାଇରେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଦୁଇଦିନ ତଳେ ଦଶକାର୍ଯ୍ୟକୁ ଯାଇ କୁଆଖାଇ ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି । ମୃତଦେହ ଉଦ୍ଧାର ପରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛଦ ପାଇଁ ପୁଲିସ ପଠାଇବା ସହ ଯୁବକଙ୍କ ପରିବାର ଲୋକେ ଉପସ୍ଥିତ ଅଛନ୍ତି ।
ସୂଚନାଯୋଗ୍ୟ, କୁଆଖାଇରେ ବୁଡି ଯାଇଥିବା ଯୁବକ ଜଣକ ବାଣୀବିହାର ବସ୍ତିବାସିନ୍ଦା । ତୁଠକୁ ଦଶକର୍ମ ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ୨ ଜଣ ଯୁବକ ବୁଡି ଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରା ଯାଇଥିଲା, ଅନ୍ୟ ଜଣେ ନିଖୋଜ ହୋଇ ଯାଇଥିଲେ। ଗାଧୋଇବା ବେଳେ ୨ ଜଣ ବୁଡି ଯାଇଥିଲେ।

କମିଲା ଗ୍ୟାସ ସିଲିଣ୍ଡର ଦାମ୍‌, ୟୁପିଆଇ ଠାରୁ ଆରମ୍ଭ କରି ଫାସ୍‌ଟ୍ୟାଗ୍‌.. ଆଜି ଠାରୁ ବଦଳିଲା ନିୟମ, ପକେଟ୍‌ ଉପରେ ପଡିବ ପ୍ରଭାବ..

- Advertisement -

 

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories