କମିଲା ଗ୍ୟାସ ସିଲିଣ୍ଡର ଦାମ୍‌, ୟୁପିଆଇ ଠାରୁ ଆରମ୍ଭ କରି ଫାସ୍‌ଟ୍ୟାଗ୍‌.. ଆଜି ଠାରୁ ବଦଳିଲା ନିୟମ, ପକେଟ୍‌ ଉପରେ ପଡିବ ପ୍ରଭାବ..

ନୂଆଦିଲ୍ଲୀ : ପ୍ରତ୍ୟେକ ମାସ ଭଳି ଅଗଷ୍ଟ ମାସ ପହିଲାରେ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ୧ ଅଗଷ୍ଟରୁ ଏଲପିଜି ସିଲିଣ୍ଡରର ଦାମ୍‌ କମିବା ସହ ୟୁପିଆଇ ସମ୍ବନ୍ଧିତ ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଏହାସହ ୧୫ ଅଗଷ୍ଟରୁ ଫାସ୍‌ଟ୍ୟାଗ୍‌ ବାର୍ଷିକ ପାସ୍‌ର ନିୟମ ଲାଗୁ ହେବ । ଏହି ସମସ୍ତ ପରିବର୍ତ୍ତନ ଲୋକଙ୍କ ପକେଟ୍‌ ଉପରେ ପ୍ରଭାବ ପକାଇବ । ଜାଣନ୍ତୁ ଅଗଷ୍ଟରେ ହେବ କି କି ପରିବର୍ତ୍ତନ ହେବ । … Continue reading କମିଲା ଗ୍ୟାସ ସିଲିଣ୍ଡର ଦାମ୍‌, ୟୁପିଆଇ ଠାରୁ ଆରମ୍ଭ କରି ଫାସ୍‌ଟ୍ୟାଗ୍‌.. ଆଜି ଠାରୁ ବଦଳିଲା ନିୟମ, ପକେଟ୍‌ ଉପରେ ପଡିବ ପ୍ରଭାବ..