ବାରିପଦା : ମୟୁରଭଞ୍ଜ କୁଳିଅଣା ଥାନା ନୂଆଗାଁରେ ଡବଲ୍ ମର୍ଡର ହୋଇଥିବା ନେଇ ମଙ୍ଗଳବାର ଖବର ସାମ୍ନାକୁ ଆସିଛି । ମାଟିତଳୁ ସ୍ତ୍ରୀ ଓ ଶାଶୁଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ଗତ ୧୫ ତାରିଖରୁ ଉଭୟ ନିଖୋଜ ଥିଲେ । ଅଭିଯୁକ୍ତକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି। ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ, ସ୍ତ୍ରୀ ଓ ଶାଶୁକୁ ପଥରରେ ଛେଚି ଜ୍ୱାଇଁ ହତ୍ୟା କରିଛି । ମାଟିରେ ମୃତଦେହ ପୋତି ଅଭିଯୁକ୍ତ କଦଳୀ ଗଛ ଲଗାଇଥିବା ଜଣାପଡିଛି ।
ଚରମ ସୀମାରେ ଅବହେଳା ; ନିଘୋଡ ନିଦରେ ଶୋଇ ରହିଲେ ଡାକ୍ତର, ଚାଲିଗଲା ରୋଗୀ ଜୀବନ



