ଚରମ ସୀମାରେ ଅବହେଳା ; ନିଘୋଡ ନିଦରେ ଶୋଇ ରହିଲେ ଡାକ୍ତର, ଚାଲିଗଲା ରୋଗୀ ଜୀବନ

ନୂଆଦିଲ୍ଲୀ : ମେରଠର ଏଲଏଲଆରଏମ ମେଡିକାଲ କଲେଜରୁ ଅବହେଳାର ଏକ ବଡ ଘଟଣା ସାମ୍ନାକୁ ଆସିଛି । ଏହାର ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି । ଡାକ୍ତର ଜଣେ ରୋଗୀଙ୍କ ଚିକିତ୍ସା କରିବା ବଦଳରେ ଟେବୁଲ ଉପରେ ନିଘୋଡ ନିଦରେ ଶୋଇଛନ୍ତି । ତାଙ୍କ ସାମ୍ନାରେ ରକ୍ତାକ୍ତ ହୋଇ ପଡି ରହିଛନ୍ତି ରୋଗୀ । ଅଭିଯୋଗ ଅନୁଯାୟୀ, ରକ୍ତାକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ଷ୍ଟ୍ରେଚର ଉପରେ ଶୋଇ ରହିଛନ୍ତି ଓ ଡାକ୍ତର ଜଣକ ଉକ୍ତ ବ୍ୟକ୍ତିଙ୍କର ଚିକିତ୍ସା … Continue reading ଚରମ ସୀମାରେ ଅବହେଳା ; ନିଘୋଡ ନିଦରେ ଶୋଇ ରହିଲେ ଡାକ୍ତର, ଚାଲିଗଲା ରୋଗୀ ଜୀବନ