ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ, ୧୦ହଜାର ଜରିମାନା
ବାରିପଦା: ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ବର୍ଷ ଜେଲ, ୧୦ହଜାର ଜରିମାନା ଦଣ୍ଡାଦେଶ ଦିଆଯାଇଛି। ଦୋଷୀ ଶୁକ୍ରା ସିଂକୁ ଦଣ୍ଡାଦେଶ କଲେ ବାରିପଦା ସ୍ବତନ୍ତ୍ର ପୋକ୍ସୋ କୋର୍ଟ। ପୀଡ଼ିତାଙ୍କୁ ୪ ବର୍ଷ କ୍ଷତିପୂରଣ ପାଇଁ ଜିଲା ଆଇନସେବା ପ୍ରାଧୀକରଣକୁ ନିର୍ଦେଶ ଦିଆଯାଇଛି। ୨୦୧୫ରେ ଝାରପୋଖରିଆ ଥାନା ଅଞ୍ଚଳରେ ଦୁଷ୍କର୍ମ ମାମଲାରେ ଦଣ୍ଡାଦେଶ ହୋଇଛି। ଚକୋଲେଟ ଦେବା ବାହାନାରେ ଡାକିନେଇ ନାବାଳିକାକୁ ଦୁଷ୍କର୍ମ କରିଥିଲା ଶୁକ୍ରା ସିଂ।
Comments are closed.