www.samajalive.in
Friday, December 12, 2025
15.1 C
Bhubaneswar

ବିଜୟ ପତିହାରୀ ସାଂସଦଙ୍କ ପ୍ରତିନିଧି ମନୋନୀତ

ବାଙ୍କୀ: ବାଙ୍କୀ ବ୍ଲକ ପାଇଁ କଟକ ଜିଲ୍ଲା ସାଂସଦଙ୍କ ପ୍ରତିନିଧି ଭାବରେ ବରିଷ୍ଠ ସମାଜସେବୀ ବିଜୟ ପତିହାରୀଙ୍କୁ ମନୋନୀତ କରାଯାଇଛି। ଶ୍ରୀ ପତିହାରୀ ବରପୁଟ ପଞ୍ଚାୟତର ଜଣେ ବରିଷ୍ଠ ବିଜୁଜନତା ଦଳର କର୍ମୀ ଭାବରେ ଦୀର୍ଘ ବର୍ଷ ଧରି କାର୍ଯ୍ୟକରୀ ବିଜୁ ଜନତା ଦଳର ଜଣେ ବିଶ୍ୱସନୀୟ କର୍ମୀ ଭାବରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ତାଙ୍କୁୁ ସାଂସଦଙ୍କ ପ୍ରତିନିଧି ଭାବରେ ବାଙ୍କୀ ବ୍ଲକ ପଞ୍ଚାୟତ ସମିତି ବୈଠକରେ ସାଂସଦଙ୍କ ପ୍ରତିନିଧି ଭାବରେ ଯୋଗଦାନ କରିବାକୁ ଅନୁମତି ମିଳିଛି। ଏଥିପାଇଁ ବରପୁଟ ଗ୍ରାମପଞ୍ଚାୟତ ପକ୍ଷରୁ ସାଂସଦ ଭର୍ତ୍ତୃହରି ମହତାବ,ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ଏବଂ ପୂବର୍ତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories