www.samajalive.in
Sunday, December 7, 2025
14.1 C
Bhubaneswar

ବାଲେଶ୍ବରରେ ୧୦ଜଣ ଶିଶୁ କରୋନା ପଜିଟିଭ

ବାଲେଶ୍ବର: ବାଲେଶ୍ବରରେ କୋଭିଡ ରିପୋର୍ଟରେ ପୁଣି ଚିନ୍ତାଜନକ ତଥ୍ୟ । ରାଜ୍ୟରେ ଏବେ ଶତାଧିକ ଶିଶୁ ଓ କିଶୋର କରୋନାରେ ଆକ୍ରାନ୍ତ ହେଉଥିବା ବେଳେ ବାଲେଶ୍ବର ଜିଲ୍ଲାରେ ୧୦ଜଣ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଶିଶୁମାନଙ୍କ ଠାରେ ପ୍ରଥମେ  କରୋନା ଲକ୍ଷଣ ଦେଖା ଯିବାରୁ ସେମାନଙ୍କର ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ ଆସିଛି ।
ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ୪ ଜଣ ଶିଶୁ ଓ ଅନ୍ୟ ୬ ଜଣ ଶିଶୁଙ୍କୁ ରେଡକ୍ରସ୍ କେବିନରେ ଚିକିତ୍ସା କରାଯାଉଛି। ଚିକିତ୍ସିତ ଶିଶୁମାନେ ସେତେଟା ଗୁରୁତର ନଥିବା ସିଡିଏମଓ କହିଛନ୍ତି। ୧୫ ଦିନ ଧରି ଯଦି ଏମିତି ଶିଶୁମାନଙ୍କ ମଧ୍ୟରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଏ ତେବେ ଏହାକୁ ନେଇ ତର୍ଜମା କରାଯିବ ବୋଲି ସୂଚନା ମିଳିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories