www.samajalive.in
Saturday, December 6, 2025
14.1 C
Bhubaneswar

ବାତ୍ୟା ‘ଦାନା’ ପ୍ରଭାବ; ଭାଙ୍ଗିଲା ପୁରୁଣା ଗଛ

ଅମର୍ଦ୍ଦାରୋଡ଼: ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲା ଗୁଡ଼ିକରେ ଆଂଶିକ ପବନ ସହ ବର୍ଷା ଲାଗି ରହିଛି। ବାଲେଶ୍ବର ଜିଲାର ଅଧିକାଂଶ ସ୍ଥାନରେ ବୁଧବାର ଅପରାହ୍ଣରୁ ବର୍ଷା ଆରମ୍ଭ ହୋଇଛି।

- Advertisement -

ତେବେ ବର୍ଷା ଲାଗି ରହିବାରୁ ବସ୍ତା ବ୍ଲକ୍ ଅନ୍ତର୍ଗତ ଦରଡ଼ା-ସାହାଡ଼ା ରାସ୍ତାର ବୃନ୍ଦାବନପୁର ରାଧାକୃଷ୍ଣ ମନ୍ଦିର ସମୁଖରେ ଥିବା ଏକ ପୁରୁଣା ବଉଳ ଗଛର ମୂଳ ଦୁର୍ବଳ ହୋଇଯିବାରୁ ଗତକାଲି ବିଳମ୍ବିତ ରାତିରେ ରାସ୍ତା ଉପରକୁ ଓଲଟି ପଡ଼ିଥିଲା। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଗ୍ରାମବାସୀଙ୍କ ଠାରୁ ଖବର ପାଇ ବସ୍ତା ଅଗ୍ନିଶମ ବାହିନୀ କେନ୍ଦ୍ରାଧିକାରୀ ପ୍ରତାପ ପାଳ ଆଜି ସକାଳୁ ସଦଳବଳେ ସେଠାରେ ପହଞ୍ଚି କଟର ମେସିନ ସହାୟତାରେ ଗଛ କାଟିଥିଲେ। ୪ଘଣ୍ଟା ପରେ ରାସ୍ତାରେ ଯାତାୟତ ସ୍ବାଭାବିକ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories