ଖଣ୍ଟପଡାରେ ସଡକ ଦୁର୍ଘଟଣା : ଜଣେ ମୃତ, ଜଣେ ଆହତ

0

ଖଣ୍ଟପଡା : ବାଲେଶ୍ୱର ଜିଲା ଖଣ୍ଟପଡା ପଣପଣା ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବସ ଓ ବାଇକର ଦୁର୍ଘଟଣା ହୋଇଥିଲା। ବାଇକଚାଳକ ପ୍ରଶାନ୍ତ ଭୋଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଥିବାରୁ ତାଙ୍କୁ ଖଣ୍ଟପଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave A Reply