www.samajalive.in
Saturday, December 6, 2025
26.1 C
Bhubaneswar

ଅଷ୍ଟ୍ରେଲିଆ ଦଳରେ ୫ ନୂଆ ମୁହଁ

ସିଡନୀ : ଅକ୍ଟୋବର ୦୭ ତାରିଖରୁ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ବିପକ୍ଷରେ ୨ଟି ଟେଷ୍ଟ ମ୍ୟାଚ ଖେଳିବ। ଏହି ମ୍ୟାଚ ଦୁବାଇରେ ଅନୁଷ୍ଠିିତ ହେବ। ଏଥିପାଇଁ ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ୫ଜଣ ନୂଆ ଖେଳାଳୀଙ୍କ ନାମ ସ୍ଥାନ ପାଇଛି। ଏମାନଙ୍କ ନାମ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସ୍ଥାନ ପାଇଛି। ଚଳିତବର୍ଷ ଦକ୍ଷିଣ ଆଫ୍ରିକାରେ ବଲକୁ ବିକୃତ କରିବା କାରଣରୁ ଦଳର ୫ଜଣ ଖେଳାଳୀଙ୍କୁ ନିିଲମ୍ବନ କରାଯାଇଥିଲା। ସ୍ମିଥ, ଡେଭିଡ ୱାର୍ଣ୍ଣର, କ୍ୟାମରନ୍‍ ବ୍ୟାନକ୍ରଫ୍ଟ ଭଳି ଖେଳାଳୀଙ୍କ ସମେତ ଦ୍ରୁତ ବୋଲର ଜୋସ ହେଜଲବୁଡ୍‍ ଏବଂ ପ୍ୟାଟ କମିନ୍ସଙ୍କୁ ମଧ୍ୟ ଦଳରୁ ନିଲମ୍ବନ କରାଯାଇଥିଲା। ତେଣୁ ତାଙ୍କ ବଦଳରେ ଦଳରେ ସ୍ଥାନ ପାଇଥିବା ୫ଜଣ ନୂଆ ଖେଳାଳୀ ମାନେ ହେଉଛନ୍ତି- ମାଇକେଲ ନେସେର, ବ୍ରେଣ୍ଡନ ଡୋଗେଟ, ମାନର୍ସ ଲାବୁସେନ, ଟ୍ରେକ୍ସି ହେଡ୍‍, ଏରାନ ଫିଞ୍ଚ। ଏହି ସିରିଜ ପାଇ ଟିମ ପେନଙ୍କୁ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛିି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories