କାନ୍ଥ ଭୁଶୁଡି ବାପା-ପୁଅ ମୃତ: ଗୁରୁତର ମା ହସ୍ପିଟାଲରେ ଭର୍ତ୍ତି
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଅଘଟଣ । କାନ୍ଥ ଭୁଶୁଡି ପଡିବାରୁ ୩ଜଣ କାନ୍ଥ ତଳେ ଚାପି ହୋଇଥିଲେ । ଗୁରୁତର ଅବସ୍ଥାରେ ବାପା, ମା ଓ ପୁଅଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ମାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
Comments are closed.