nua o banner

ବିପୁଳ କଫ୍‌ ସିରପ୍ ଜବତ, ୨୬ ଗିରଫ

BJD Bijuli 480×75 Mob

ସମ୍ବଲପୁର: ବିପୁଳ ପରିମାଣରେ କଫ୍‌ ସିରପ୍ ବୋତଲ ଜବତ ହୋଇଛି । ୧୦ହଜାର ୮୦୦ ବୋତଲ କଫ୍‌ ସିରପ୍ ଜବତ କରିଛି ସମ୍ବଲପୁର ଟାଉନ ଥାନା ପୁଲିସ । ଏହାସହିତ ଘଟଣାରେ ୨୬ଜଣଙ୍କୁ ଗିରଫ କରିଛି ପୁଲିସ । ଏମାନେ କୋଲକାତାରୁ କଫ୍‍ ସିରଫ୍‍ ଆଣି ଚାଲାଣ କରୁଥିବା ଏସପି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ସମ୍ବଲପୁର ଓ ସୋନପୁର ଅଞ୍ଚଳର ବୋଲି ଜଣାପଡିଛି ।

Comments are closed.