mission shakti banner

କାରରୁ ମିଳିଲା ୫ ଲକ୍ଷ, ବ୍ୟବସାୟୀ ଅଟକ

bjd gruha runa banner

ବଲାଙ୍ଗିର: ପୁଲିସର ଯାଞ୍ଚବେଳେ କାରରୁ ମିଳିଲା ୫ ଲକ୍ଷ ଟଙ୍କା। ତୁଷୁରା ଥାନା ଛକରେ ପୁଲିସର ଯାଞ୍ଚବେଳେ ୫ ଲକ୍ଷ ମିଳିଥିବା ସୂଚନା ମିଳିଛି। ଜଣେ ବ୍ୟବସାୟୀ କାରରେ ୫ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ପୁଲିସ ଯାଞ୍ଚର ସମ୍ମୁଖୀନ ହୋଇଥିଲେ। ନଗଦ ୫ ଲକ୍ଷ ଟଙ୍କା କୁଆଡେ ନେଉଛନ୍ତି ଏବଂ କାହାଠାରୁ ଆଣିଲେ ତାହାର ସନ୍ତୋଷ ଜନକ ଉତ୍ତର ବ୍ୟବସାୟୀ ଦେଇପାରିନଥିଲେ। ଫଳରେ ପୁଲିସ ବ୍ୟବସାୟୀ ଅଟକ ରଖି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାଳିଛି ପଚରାଉଚୁରା କରିଥିବା ସୂଚନା ମିଳିଛି।

Comments are closed.