ଭୁବନେଶ୍ବର : ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ମାର୍ଚ୍ଚ ୧୬ରେ ବଳଭଦ୍ର ମାଝୀ ବିଜେପିରେ ଯୋଗେ ଦେବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।
Popular Categories

ଭୁବନେଶ୍ବର : ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ମାର୍ଚ୍ଚ ୧୬ରେ ବଳଭଦ୍ର ମାଝୀ ବିଜେପିରେ ଯୋଗେ ଦେବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି ।
Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!
