ବାଳୀ ବଜାରରେ ବୁଲୁଛି ଦନ୍ତା, ସତର୍କ କଲା ବନ ବିଭାଗ

ଆଠଗଡ଼଼: ଆଠଗଡ଼଼ ବାଳୀ ବଜାରରେ ଦନ୍ତାହାତୀ ବୁଲୁଛି। ଜାତୀୟ ରାଜପଥ ୫୫ ବାଳୀ ବଜାରରେ ଦନ୍ତା ହାତୀ ଆତଙ୍କ ଚଳାଇଥିବା ସୂଚନା ମିଳିଛି। ଦନ୍ତା ହାତୀକୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହାସହିତ ଲୋକେ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
Comments are closed.