www.samajalive.in
Friday, December 12, 2025
26.1 C
Bhubaneswar

ଶ୍ରୀ ଅରବିନ୍ଦଙ୍କ ଦେହାବଶେଷକୁ ମାତୃପୁରୀ ଲାଦେରପାଳି ଦ୍ଵାରା ଭବ୍ୟ ସ୍ଵାଗତ

ରେଙ୍ଗାଲି ତା (ନି ପ୍ର)- ଅତାବିରା ଏନ୍ ଏ ସି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,ମାତୃପୂରି ଲାଦେରପାଲି ର ମାତୃପ୍ରେମି କର୍ମକର୍ତ୍ତା ତଥା ଅପା ଭାଇମାନଙ୍କ ଦ୍ଵାରା ଶ୍ରୀ ଅରବିନ୍ଦ ଙ୍କ ଦେହାବଶେଷ କୁ ଭବ୍ୟ ସ୍ଵାଗତ ରେ ମତୃପୁରିକୁ ଅଣାଯାଇଥିଲା।

ଏକ ବାଇକ୍ ଶୋଭାଯାତ୍ରା ବାହାରି ଦେବାହାଳ ଛକ ଠାରୁ ଏହି ପବିତ୍ର ଦେହାବଶେଷ କୁ ଅଣାଯାଇ ମତୃପୁରିରେ ଶୃଙ୍ଖଳିତ ଭାବେ ରଖାଯାଇଥିଲା। ମାତୃପ୍ରେମୀ ଅପା ଭାଇ ମାନେ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମlତୃପୁରୀର ସଭାପତି ଶ୍ରୀ ଶେଷଦେବ ନାଏକ,ସମ୍ପାଦକ ଶ୍ରୀ କୃଷ୍ଣ ଚନ୍ଦ୍ର ପ୍ରଧାନ,କୋଷାଧ୍ୟକ୍ଷ ଜୟପ୍ରକାଶ ଅଗ୍ରୱାଲ, ଅଧ୍ୟକ୍ଷ ଶ୍ରୀ ଟିକେଲାଲ୍ ଚାନ୍ଦ ଓ ସମସ୍ତ ଅପା ଭାଇ ଏଥିରେ ସହଯୋଗ କରିଥିଲେ।ଏହାପରେ ଜିଲ୍ଲା ଆବାହକ ଦେବରାଜ ବେହେରା ଓ ବ୍ଲକ ଅlବାହାକ ଚାପଧାରୀ ସିଂ ଙ୍କ ତତ୍ବାବଧାନରେ ପୁଣି ବାଇକ୍ ଶୋଭାଯାତ୍ରା ସହ ଏହି ଦେହାବଶେଷ କୁ କଟାପାଲି ପର୍ଯ୍ୟନ୍ତ ନିଆଯାଇଥିଲା।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories