ଏଏସଆଇ ନିଲମ୍ବିତ ଆମ ଓଡ଼ିଶାନିଉଜ ଆଲର୍ଟପୁରୀ By Samaja Live On Feb 10, 2020 courtesy : daily excelsior Share ପୁରୀ : ପୁରୀ ସଦର ଥାନା ଏଏସଆଇ ପ୍ରହଲ୍ଲାଦ ବରାଳଙ୍କୁ ସୋମବାର ଚାକିରିରୁ ନିଲମ୍ବିତ କରାଯାଇଛି। ଜଣେ ଏତଲାକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଏସପି ତାଙ୍କୁ ନିଲମ୍ବନ କରିଥିବା ଜଣାପଡିଛି। ଏନେଇ ଅଧିକ ସୂଚନା ମିଳିପାରିନାହିଁ। odia newsodisha news Share FacebookTwitterWhatsApp
Comments are closed.