www.samajalive.in
Saturday, December 6, 2025
14.1 C
Bhubaneswar

ସହିଦଙ୍କୁ ଶ୍ରଦ୍ଧାଞଳି

ଆରଡି : ଗୁରୁବାର ଜମୁ-କାଶ୍ମିରର ପୁଲୱାମାରେ ସିଆରପିଏଫ ଗାଡି ଉପରେ ଆତ୍ମଘାତୀ ଆକର୍ମଣକୁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବିଭିନ୍ନ ଅଞ୍ଚଳ ଓ ଶିକ୍ଷାନୁଷ୍ଠାନରେ ନିନ୍ଦା କରିବା ସହିତ ସହିଦ ହୋଇଥିବା ୪୪ଜଣ ଯବାନଙ୍କୁ ଶ୍ରଦ୍ଧାଞଳି ପୂର୍ବକ ନିରବ ପାର୍ଥନା ଓ ଦୀପ ପ୍ରଜ୍ୱଳନ କରିଥିଲେ। ଏପରିକି ବିଭିନ୍ନ ସଂଘଠନ ଓ ଯୁବଗୋଷ୍ଠୀମାନଙ୍କ ପକ୍ଷରୁ ଭାରତମାତା କି ଜୟ, ପାକିସ୍ଥାନ ମୁର୍ଦ୍ଦାବାଦ ଧୋନି ଦେଇ ବିଭିନ୍ନ ସାହି ବଜାର ପରିକ୍ରମା କରିଥିଲେ। ଆରଡିର ଯୁବ ଗୋଷ୍ଠୀଙ୍କ ସହ ସାନପଙ୍କିର ଏଭିବିପି ସଂଘଠନ ଓ ଗ୍ରାମବାସୀ, ପହଣା, ନାନ୍ଦପୁର, ମଠଡିହ, ଓଳଗ, ସୁନ୍ଦରପୁର, ଦୋହରାପାଟଣା ଆଦି ସ୍ଥାନରେ ଶୋଭାଯାତ୍ରା କରିବା ସହିତ ଦୀପ ଓ ମହମବତୀ ଜଳାଇଥିଲେ। ଆରଡିପୀଠର ସମସ୍ତ ଶିକ୍ଷାନୁଷ୍ଠାନ ସହ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପକ୍ଷରୁ ସହିଦମାନଙ୍କୁ ଶ୍ରଦ୍ଧାଞଳି ପ୍ରଦାନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories