www.samajalive.in
Saturday, December 6, 2025
26.1 C
Bhubaneswar

ସୁସ୍ଥ ହେଲେ ଆଉ ୭୫୭୮ କରୋନା ଆକ୍ରାନ୍ତ : ଆରୋଗ୍ୟ ସଂଖ୍ୟା ୭.୮୯ ଲକ୍ଷ

ଭୁବନେଶ୍ୱର : ରାଜ୍ୟରେ ଶନିବାର ଆଉ ୭୫୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୭ ଲକ୍ଷ ୮୯ ହଜାର ୯୯କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୨୨, କଟକରୁ ୭୩୪, ଯାଜପୁରରୁ ୪୯୨, ମୟୂରଭଞ୍ଜରୁ ୪୮୬, ଢେଙ୍କାନାଳରୁ ୪୧୮, ଭଦ୍ରକରୁ ୪୧୩, କେନ୍ଦ୍ରାପଡାରୁ ୩୩୯, ସୁନ୍ଦରଗଡରୁ ୩୩୫, ପୁରୀରୁ ୩୩୨, ବାଲେଶ୍ୱରରୁ ୨୩୭ ଓ ନୟାଗଡ଼ରୁ ୨୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

- Advertisement -

ସେହିପରି ଅନୁଗୋଳରୁ ୨୧୫, ବରଗଡ଼ରୁ ୨୦୭, ନବରଙ୍ଗପୁରରୁ ୧୮୧, ବୌଦ୍ଧରୁ ୧୭୩, କେନ୍ଦୁଝରରୁ ୧୬୨, କଳାହାଣ୍ଡିରୁ ୧୪୫, ଜଗତସିଂହପୁର ୧୪୨, ରାୟଗଡାରୁ ୧୩୯, ସମ୍ବଲପୁରରୁୁ ୧୩୭, ଗଞ୍ଜାମରୁ ୧୦୫, କୋରାପୁଟରୁ ୯୯, ମାଲକାନଗିରିରୁ ୯୬, ଝାରସୁଗୁଡାରୁ ୮୨, ସୁବର୍ଣ୍ଣପୁରରୁ ୭୭ ଏବଂ କନ୍ଧମାଳରୁ ୭୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନ୍ୟପକ୍ଷରେ ଦେବଗଡ଼ରୁ ୬୬, ଗଜପତିରୁ ୬୩, ବଲାଙ୍ଗିରରୁ ୬୦, ନୂଆପଡ଼ାରୁ ୩୦ ଏବଂ ଷ୍ଟେଟ ପୁଲରୁ ୨୦୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ରାଜ୍ୟରେ ଏଯାବତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭ ଲକ୍ଷ ୮୯ ହଜାର ୬୬ରେ ପହଞ୍ଚିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories