www.samajalive.in
Friday, December 12, 2025
14.1 C
Bhubaneswar

ଆଜି ମୁକ୍ତିଲାଭ କରିବ ଆଞ୍ଜେଲ୍‌

ଭୁବନେଶ୍ବର : ଶୁଭମ ସିନେ ପ୍ରଡ଼କସନ ବ୍ୟାନରରେ ନିର୍ମିତ, ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ ସସ୍ପେନ୍ସ, ଥ୍ରୀଲର ଭରା ଓଡ଼ିଆ ଚଳଚ୍ଚିତ୍ର “ଆଞ୍ଜେଲ”  ପରଦାକୁ ଆସୁଛି। ଏହି ନୂଆ ଚଳଚିତ୍ର  ଆଜି ଓଡିଶାର ୨୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭି କରିବ। ଶନିବାର ଦିନ ୨ଟାରେ ଶ୍ରୀୟା ସିନେମା ହଲରେ ଏହାର ପ୍ରିମିୟର ସୋ ରହିଛି। ବିଗତ  ଦିନରେ ଦର୍ଶକ ବିଭିନ୍ନ ମୌଳିକ କାହାଣୀ ଆଧାରିତ ଚଳଚ୍ଚିତ୍ରଗୁଡିକୁ ବେଶୀ ପସନ୍ଦ କରୁଥିବାରୁ ଓଲିଉଡ଼ର ସିନେ ନିର୍ମାତା ଠିକ୍ ସେଇଭଳି ରୁଚିର ସିନେମା ଗୋଟିଏ ପରେ ଗୋଟିଏ ନିର୍ମାଣ କରି ଚାଲିଛନ୍ତି। “ଆଞ୍ଜେଲ” ନାଁ ରୁ କିଛି ନିଆରା ହେଇଥିବ ଏକଥା ଦର୍ଶକ ଅନୁମାନ କରିପାରୁଥିବେ ବୋଲି ନିର୍ମାତା କହିଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories