www.samajalive.in
Monday, December 15, 2025
26.1 C
Bhubaneswar

ମୃତ ହାତୀ ଠାବ କଲା ବନବିଭାଗ

ଆନନ୍ଦପୁର: ଆନନ୍ଦପୁରର ହାଟଡିହି ବ୍ଲକର ହଦଗଦ ହସ୍ତୀ ଅଭୟାରଣ୍ୟର ପିତା ନାଉ ଠାରେ ମୃତ ହାତୀର ଶବ ଜବତ କରିଛି। ହଦଗଡ ବନ ବିଭାଗ କିଛି ଦିନ ତଳେ ୮ ଟିକିଆ ହାତୀ ଦଳ ଗଦଗଦ ହସ୍ତୀ ଅଭୟାରଣ୍ୟରେ ଘୁରି ବୁଲୁଥିଲେ। ସେଥିରୁ ଦୁଇ ଦନ୍ତା ମଧ୍ୟରେ ସଂଘର୍ଷ ହେବା ପରେ ୩୦ ବର୍ଷର ଦନ୍ତାହାତୀଟି ତଳକୁ ଖସି ପଡ଼ିଥିଲା ଓ ସେଠାରେ ତାର ମୃତ୍ୟୁ ଘଟିଥିଲା। ଆଜି ମୃତ ହାତୀ ପାଖରେ ଡିଏଫଓ ଅସିତ୍ ଦାଶ, ହଦଗଡ଼ ରେଞ୍ଜର, ବନ କର୍ମଚାରୀ ଓ ଡାକ୍ତର ପହଞ୍ଚି ମୃତ ହାତୀର ଶବ ବ୍ୟବଚ୍ଛେଦ ଜାରି ରଖିଛନ୍ତି।

 

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories