www.samajalive.in
Saturday, December 6, 2025
14.1 C
Bhubaneswar

ଟ୍ରକ ପଛରୁ ଧକ୍କା ଦେଲା ଟ୍ରକ୍ : ଫସିଛନ୍ତି ଡ୍ରାଇଭର

ଆନନ୍ଦପୁର: ଟ୍ରକ ପଛରୁ ଧକ୍କା ଦେଲା ଟ୍ରକ୍। ବୁଧବାର ବିଳମ୍ବିତ ରାତିରେ ଷ୍ଟିୟରିଂରେ ଚାପି ହୋଇ ରହିଯାଇଛନ୍ତି ଚାଳକ। ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥ ଦରଖଳା ନିକଟରେ ଟ୍ରକ ପଛରୁ ଆଉ ଏକ ଟ୍ରକ୍ ଧକ୍କା ଦେଇଛି । ଫଳରେ ପଛ ଗାଡିର ଡ୍ରାଇଭର ଜଣକ ଟ୍ରକ ଷ୍ଟିୟରିଂରେ ଚାପି ହୋଇ ରହିଯାଇଛନ୍ତି। ଡ୍ରାଇଭରଙ୍କୁ ଉଦ୍ଧାର କରାଯିବାକୁ ଉଦ୍ୟମ କରାଯାଉଛି। ସେପଟେ ଦୁର୍ଘଟଣା ପରେ ଅନ୍ୟ ଜଣେ ଫେରାର୍ ଥିବାବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories