www.samajalive.in
Saturday, December 6, 2025
17.1 C
Bhubaneswar

ବିଷାକ୍ତ ମଦ ପିଇ ୧୪ଜଣଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବ ଅମୃତସରରେ ଅଭାବନୀୟ ଘଟଣା । ଅମୃତସର ଜିଲ୍ଲା ମଜୀଠାରେ ବିଷାକ୍ତ ମଦ ପିଇବା ଯୋଗୁଁ ୧୪ଜଣଙ୍କ ଜୀବନ ଯାଇଛି । ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ମଜୀଠା ନିକଟସ୍ଥ ଭଙ୍ଗାଲି ଗାଁ ଏବଂ ଏହାର ଆଖପାଖ ଅଞ୍ଚଳରେ ଘଟିଛି ।

ସୂଚନା ଅନୁସାରେ ବିଷାକ୍ତ ମଦ ପିଇବା ଯୋଗୁଁ ୧୪ଜଣଙ୍କ ଜୀବନ ଯାଇଥିବା ବେଳେ ଆଗକୁ ଆହୁରି ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇବା ଆଶଙ୍କା ରହିଛି । ଅମୃତସର ଜିଲ୍ଲାର ଭୁଲ୍ଲର, ଟାଙ୍ଗରା ଏବଂ ସନ୍ଧା ଗାଁରେ ଅନେକ ଲୋକ ଏହି ବିଷାକ୍ତ ମଦ ପିଇଥିଲେ । ଏହାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରଶାସନ ପକ୍ଷରୁ ୧୪ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ମୃତକ ସମସ୍ତେ ଶ୍ରମିକ ବୋଲି ସୂଚନା ମିଳିଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories