www.samajalive.in
Monday, December 15, 2025
16.1 C
Bhubaneswar

ଭିଡ଼ରେ ୪ଘଣ୍ଟା ଫସିଲା ଆମ୍ବୁଲାନ୍ସ

ବଲାଙ୍ଗୀର: ରାସ୍ତାରେ ଭିଡ଼ ଯୋଗୁ ଫସିଗଲା ଆମ୍ବୁଲାନ୍ସ। ପ୍ରାୟ ୪ ଘଣ୍ଟା ଧରି ଆମ୍ବୁଲାନ୍ସଟି ରାସ୍ତାରେ ଅଟକି ରହିଥିଲା। ଏଭଳି ଅପ୍ରୀତିକର ଘଟଣା ଘଟିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ରାସ୍ତାର ସିମନଖାଲ ନିକଟରେ। କାଳିଆ ସମାବେଶରେ ଯୋଗଦେବା ଲାଗି ଲୋକମାନେ ଯାଉଥିବାବେଳେ ରାସ୍ତାରେ ଗହଳି ହୋଇଥିଲା। ଏହି ସମୟରେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରୁ ରୋଗୀ ନେଇ ବଲାଙ୍ଗୀର ଯାଉଥିବା ଆମ୍ବୁଲାନ୍ସଟି ଗହଳିରେ ଫସିଯାଇଥିଲା। ଖବର ପାଇ ପୋଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିଥିଲା। ଦୀର୍ଘ ୪ଘଣ୍ଟା ପରେ ଆମ୍ବୁଲାନ୍ସଟି ଯାଇଥିଲା।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories