www.samajalive.in
Wednesday, December 10, 2025
23.1 C
Bhubaneswar

ଭିଡିଓରେ ଦେଖନ୍ତୁ ; ଅଲ୍ଲୁ ଅର୍ଜୁନ ଓ ତାଙ୍କ ମାଆଙ୍କ ଏହି ମନଛୁଆଁ ଦୃଶ୍ୟ..

ତେଲଙ୍ଗାନା : ସାଉଥ୍‌ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଜେଲରୁ ଘରକୁ ଫେରିବା ପରେ ଅଭିନେତାଙ୍କ ଅନେକ ଭିଡିଓ ଭାଇରାଲ୍‌ ହେଉଛି । ଏହା ମଧ୍ୟରେ ଅଭିନେତା ଓ ତାଙ୍କ ମାଆଙ୍କର ଏଭଳି ଏକ ଭିଡିଓ ଭାଇରାଲ୍‌ ହୋଇଛି, ଯାହା ପ୍ରଶଂସକଙ୍କ ମନକୁ ଖୁବ୍‌ ଛୁଇଁଛି । ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି । ଜେଲରୁ ଘରକୁ ଫେରିବା ପରେ ଅଲ୍ଲୁ ନିଜର ପରିବାର ସଦସ୍ୟଙ୍କ ସହ ଭେଟିଥିବାର ଅନେକ ଭିଡିଓ ଦେଖାଯାଇଛି ।


ଭିଡିଓରେ ଦେଖିପାରିବେ ଅଭିନେତା ଜେଲରୁ ଘରକୁ ଫେରିବା ପରେ ଘର ବାହାରେ ପହଞ୍ଚିବା ପରେ ନିଜ ମାଆଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି । ସେହି ସମୟରେ ତାଙ୍କ ମାଆ ତାଙ୍କ ନଜର ଉତାରୁଥିବା ଦେଖାଯାଉଛି ।

ପାଇନଥିଲେ ‘ସୁଭଦ୍ରା’ ଟଙ୍କା, କେମିତି ପାଇବେ, ଜାଣନ୍ତୁ କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ..

- Advertisement -

ନୂଆବର୍ଷ ୨୦୨୫ରେ ଗଜକେସରୀ ଯୋଗ; ସୁନାଭଳି ଚମକିବ ଏହି ୪ ରାଶିଙ୍କ ଭାଗ୍ୟ..

ପୌଷ ମାସରେ କରନ୍ତୁ ନାହିଁ ଏହି ୨ଟି କାମ..

ଦୁନିଆର ସବୁଠାରୁ ମହଙ୍ଗା ପୋକ; ପୋକ ଦାମ୍‌ରେ କିଣିପାରିବେ ବିଏମଡବ୍ଲ୍ୟୁ,ଅଡି..

ଦେଖନ୍ତୁ ଭିଡିଓ; ଭାଗ୍ୟବାନ୍‌ ଯୁବକ, ଚଳନ୍ତା ଟ୍ରାକ୍ଟର ଚଳ ତଳୁ କେମିତି ବଞ୍ଚିଲା ଜୀବନ..

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories