mission shakti banner

ଝାରସୁଗୁଡ଼ା ବିମାନବନ୍ଦର ଆଧୁନୀକିକରଣ ହେବ

nua o banner
0

ନୂଆଦିଲ୍ଲୀ: ଝାରସୁଗୁଡ଼ା ବିମାନ ବନ୍ଦର ସହିତ ଭାରତର ୭ଟି ବିମାନବନ୍ଦରର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ଏୟାରପୋର୍ଟ ଅଥରିଟି ଅଫ୍‍ ଇଣ୍ଡିଆ(ଏଏଆଇ) ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଅନୁମତି ଲୋଡ଼ିଛି। ଏହି ୭ଟି ବିମାନବନ୍ଦର ପାଇଁ ମୋଟ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିମଧ୍ୟରୁ ରାଷ୍ଟ୍ରାୟତ୍ତ କମ୍ପାନୀ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ।

Leave A Reply