mission shakti banner

ବୋମା ଥିବା ଧମକପୂର୍ଣ୍ଣ ଫୋନ କଲ୍‍; ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ

nua o banner
0

ନୂଆଦିଲ୍ଲୀ: ବୋମା ଥିବା ଫୋନ କଲ ଆସିବା ପରେ ଏୟାରଇଣ୍ଡିଆ ବିମାନର ଜରୁରିକାଳୀନ ଅବତରଣ। ଦିଲ୍ଲୀରୁ କଲିକତା ଯାଉଥିବା ଏୟାରଇଣ୍ଡିଆର ବିମାନ (ଏଆଇ-୦୨୦)ରେ ବୋମା ଥିବା ନେଇ ଧମକପୂର୍ଣ୍ଣ ଫୋନକଲ ଆସିଥିଲା। ଫଳରେ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ହଇଚଇ ସୃଷ୍ଟି ହୋଇଥିଲା। ବିମାନଟି ଦିଲ୍ଲୀରେ ଜରୁରୀ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ବାହାରକୁ ଅଣାଯାଇଥିଲା। ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି।

Leave A Reply