www.samajalive.in
Saturday, December 6, 2025
17.1 C
Bhubaneswar

ସ୍କୁଲ୍‌‌ ବସ୍‌‌କୁ ଅପେକ୍ଷା ବେଳେ ଦୁର୍ଘଟଣା ; ୨ ଶିଶୁ ମୃତ, ୪ ଗୁରୁତର

ଆଗ୍ରା : ଆଗ୍ରାର ଫତେହାବାଦ ରୋଡ ସ୍ଥିତ ଗାଁ ବାସ ମହାପାତ ମଲେଲାରେ ସ୍କୁଲ ବସ୍‌‌କୁ ଅପେକ୍ଷା କରିଥିବା ୬ ଜଣଙ୍କ ଶିଶୁଙ୍କୁ ଏକ କାର୍‌‌ ଧକ୍କା ଦେଇଛି। ଫଳରେ ୨ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗ୍ରାମବାସୀ କାର ଚାଳକ ସମେତ ୫ ଜଣଙ୍କୁ ଅଟକାଇ ପୁଲିସ ଜିମା ଦେଇଛନ୍ତି। ଆଗ୍ରା ପଟୁ ଦ୍ରୁତ ଗତିରେ ଏହି କାର୍‌‌ଟି ଆସୁଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories