www.samajalive.in
Saturday, December 6, 2025
15.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

କନ୍ଧମାଳ ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କଲେ ମାଓବାଦୀ..

ଦଶପଲ୍ଲା : ଚଳନ୍ତା ବସ୍‌‌ରୁ ଓହ୍ଲାଇବା ବେଳେ ତଳେ ପଡି ଯୁବକ ମୃତ..

- Advertisement -

ଭୁବନେଶ୍ୱରରୁ ଉମରକୋଟ ଯାଉଥିବା ଏକ ବସ୍‌‌ରୁ ପଡି ମୃତ୍ୟୁ..

ସମ୍ବଲପୁରରେ ଅଘଟଣ.. ଖେଳୁଥିବା ବେଳେ ୬ ମହଲା ବାଲକୋନୀରୁ ପଡି ଦେଢ ବର୍ଷର ଶିଶୁପୁତ୍ର ମୃତ..

କୋଣାର୍କ : ନାଳରେ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର.. ନିମାପଡା ଥାନା ଇନ୍ଦୋଳ ଗାଁ ନାଳରୁ ମୃତଦେହ ଉଦ୍ଧାର..

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋକା’..ବାତ୍ୟାର ରୂପ ନେଲା ସକ୍ରିୟ ଗଭୀର ଅବପାତ..

ଗତ ୬ ଘଣ୍ଟାରେ ୮ କିମି ବେଗରେ ଗତି କରୁଛି ‘ମୋକା’.. ଆଜି ମଧ୍ୟରାତ୍ର ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories