www.samajalive.in
Saturday, December 6, 2025
15.1 C
Bhubaneswar

ଆଦିତ୍ୟ ପଞ୍ଚୋଲିଙ୍କ ନାମରେ ଠକେଇ ଅଭିଯୋଗ

ମୁମ୍ବଇ : ବଲିଉଡ୍ ଅଭିନେତା ଆଦିତ୍ୟ ପଞ୍ଚୋଲିଙ୍କ ନାମରେ ମୁମ୍ବଇ ଥାନାରେ ଠକେଇ ଅଭିଯୋଗ ହୋଇଛି। ଜଣେ କାର୍ ମେକାନିକ୍ ଆଦିତ୍ୟଙ୍କ ନାମରେ ଥାନାରେ ଏଫ୍ଆଇଆର୍ ଦାଖଲ କରିଛନ୍ତି।

ମିଳିଥିବା ଖବର ଅନୁସାରେ, କାର୍ ମେକାନିକ୍ ଜଣକ ଆଦିତ୍ୟଙ୍କ ଖରାପ ହୋଇଥିବା ଏକ କାରକୁ ସଜାଡ଼ି ଥିଲେ। କାରକୁ ସଜାଡ଼ିବା ପାଇଁ ୨ ଲକ୍ଷ, ୮୨ ହଜାର,୧୫୮ ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ଯେତେବେଳେ ଏହି ଟଙ୍କା ମେକାନିକ୍ ଜଣଙ୍କ ଆଦିତ୍ୟଙ୍କୁ ମାଗିଲେ, ତାଙ୍କୁ ଟଙ୍କା ବଦଳରେ ଧମକ ମିଳିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ମେକାନିକ୍ ଜଣଙ୍କ ପୁନଶ୍ଚ କହିଛନ୍ତି, “ଆଦିତ୍ୟ ଠିକ୍ ସମୟରେ ଟଙ୍କା ଦେବେ ବୋଲି କହିଥିଲେ। ହେଲେ ସେ ଘରକୁ ଯିବା ପରେ ତାଙ୍କୁ ଫୋନ୍ ଓ ମେସେଜ୍ କଲା ପରେ ମଧ୍ୟ କୌଣସି ଜବାବ ଦେଇ ନଥିଲେ।”

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories